ବ୍ରହ୍ମପୁର :ପିଲା ମଉଜ ଗିରଫ ବଡ ଏବେ କେଉଁଠି ..?

0
166

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ବ୍ରହ୍ମପୁର ସହରର ଦୁର୍ଦ୍ଧାନ୍ତ ଅଭିଯୁକ୍ତ ପିଲା ମଉଜ ଓରଫ ଲକ୍ଷ୍ମୀନାରାୟଣ ସାହୁ କୁ ଗିରଫ କରିଛି ପୋଲିସ|ସେ ଦୀର୍ଘଦିନ ହେଲା ଫେରାର ଥିବା ବେଳେ ତା ଉପରେ ପୋଲିସ ନଜର ରଖିଥିଲା|2018 ଜାନୁଆରୀ ମାସ ରେ ଗୋଶାଣିନୁଆ ଗାଁ ଥାନା ଅଞ୍ଚଳ ରେ ହୋଇଥିବା ଏକ ହତ୍ୟା ମାମଲା ରେ ଫେରାର ଥିଲା ପିଲା ମଉଜ,ଥାନା ରେ ମଉଜ କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି|ପିଲା ନା ରେ ବ୍ରହ୍ମପୁର ର ବିଭିନ୍ନ ଥାନା ରେ ମାମଲା ରହିଥିବା ବେଳେ ପୋଲିସ ତାକୁ ପଚାର ଉଚରା କରୁଛି|

ରିପୋର୍ଟ :ଅଶୋକ ରାଉତରାୟ

LEAVE A REPLY

Please enter your comment!
Please enter your name here