ରାଜ୍ୟସରକାର :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ସଜବାଜ

0
71

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ସରକାର ବର୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ସଜବାଜ ହେଉଥିବା ପରିଲିକ୍ଷିତ ହେଉଛି |ବର୍ତ୍ତମାନ ଅପରାଧୀ ମାନଙ୍କୁ ପୁରୁଣା ରୁ ପୁରୁଣା ମାମଲା କୁ ନିର୍ବାଚନ କୁ ଆଖି ଆଗରେ ରଖି ଧରପଗଡ଼ ହେଉଥିବା ଦେଖିବାକୁ ମିଳୁଛି ଏବଂ ରାଜ୍ୟ ସରକାର ଭୀତରୀ ଭୀତରୀ ନିର୍ବାଚନ ପ୍ରକ୍ରିୟା କୁ ସମାପନ କରିଥିବା ଏକ ବିଶେଷ ସୂତ୍ର ରୁ ପ୍ରକାଶ|

ରିପୋର୍ଟ :ପ୍ରଜ୍ଞା ପଣ୍ଡା

LEAVE A REPLY

Please enter your comment!
Please enter your name here