ଭଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କଲେ ଥାନା ଅଧିକାରୀ..

0
317

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଭଞ୍ଜନଗର ଜେଲ ପଡିଆ ଠାରେ ସୋମବାର ଠାରୁ ଭଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଘୁମୁସର ଟାଉନ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଉଦ୍ଘାଟନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ଦିବସର ପ୍ରଥମ ଦିନରେ ଜିଲୁଣ୍ଡି ଓ ଭଞ୍ଜନଗର ୟଙ୍ଗଷ୍ଟାର ଟିମ ମଧ୍ୟରେ କଡା ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ୟଙ୍ଗଷ୍ଟାର ଟିମ ବିଜୟ ଲାଭ କରିଥିଲା। ଅମ୍ପାୟାର ଦାୟିତ୍ୱରେ ଭିକି ଓ କାଳିଆ ରହିଥିବା ବେଳେ ସ୍କୋର ବୋର୍ଡରେ ଚିନୁ ରହି ସହଯୋଗ କରିଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here