ମିଳିଲା ଅନୁମତି ମା ବୁଡ଼ି ଠାକୁଣୀଙ୍କ ଯାତ୍ରା ପାଇଁ ସ୍ଥାପନ ହେବ ଶୁଭ ଖୁଣ୍ଟି ।

0
26

ବ୍ରହ୍ମପୁର,୨୦/୦୩/୨୧/(ମହାରାଣୀ ନ୍ୟୁଜ୍ ):ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ସହରର ଆରାଧ୍ୟ ମା ’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପାଇଁ ୧୯ ତାରିଖ ରେ ଧାଯ୍ୟ ହୋଇଥିବା ବେଳେ ପ୍ରଶାସନ ଓ ଯାତ୍ରା କମିଟି ମଧ୍ୟରେ ଯାତ୍ରା ଅବଧି ଦେଖା ଦେଇଥିବାରୁ ଗତକାଲି ଶୁଭଖୁଣ୍ଟି ସ୍ଥାପନ ରେ ବାତିଲ୍ ହୋଇଥିଲା । ତେବେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱଇଟ୍ ମାଧ୍ୟମରେ କୋଭିଡ୍ ଗାଇଡ଼ ଲାଇନ୍ ମଧ୍ୟରେ ଯାତ୍ରା ପରିଚାଳନା ହୋଇପାରିବ ବୋଲି ସୂଚନା ଦିଆଯାଇଛି । ତେବେ ଶୁଭଖୁଣ୍ଟି ସ୍ଥାପନ କେବେ ହେବ ତାହା ଯାତ୍ର ପରିଚାଳନା କମିଟି ଜଣେଇବେ । ୭ ଦିନ ପାଇଁ ଯାତ୍ରା କୁ ଅନୁମତ ଦେଲେ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦର । କୋରନା ସ୍ଥିତି ଦେଖି ଯାତ୍ର ର ଅବଧି ବଢ଼ିପାରେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here