BJD ଜଣାଇଲା ,ବ୍ରହ୍ମପୁର ରେଳଷ୍ଟେସନ ର ଅବ୍ୟବସ୍ଥା

0
59

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ଇଷ୍ଟ କୋଷ୍ଟ ରେଳ ବିଭାଗର ଜେନେରାଲ ମ୍ୟାନେଜେର ବିଦ୍ୟା ଭୂଷଣ ସାରଙ୍କୁ ମିଶି ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା ଅସୁବିଧାଗୁଡିକ ବିଷୟରେ ଅବଗତ କରା ଯାଇଥିଲା lବିଜୁ ଜନତା ଦଳର ଯୁବ ସଭାପତି ଅଜିତ କୁମାର ପଣ୍ଡା ,I.T ସେଲ ର ମୁଖ୍ୟ ଅସିତ ସାବତ ,ଜ୍ୟୋତି ରଞ୍ଜନ ସାହୁ ,ତାପସ କୁମାର ,ମହାନଗର ସଭାପତି ବିଜୟ ସାମଲ ବହୁ BJD ଯୁବ ଓ ଛାତ୍ର ନେତା ଉପସ୍ଥିତ ଥିବାର ପରିଲିକ୍ଷିତ ହୋଇଛି |

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here