ପ୍ରଶାସନର ର ନିଷ୍ପତ୍ତି ଅନୁଯାୟୀ ଆସନ୍ତା କାଲି ସ୍ଥାପନ ହେବ ମାଁ ଙ୍କ ଶୁଭଖୁଣ୍ଟି..

0
20

ସ୍ଥାନ-ବ୍ରହ୍ମପୁର
ତା :21/03/21

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ବ୍ରହ୍ମପୁର ରେ ଚଳିତ ବର୍ଷ ହେବ ମାଁ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ପ୍ରଥମେ ସାତ ଦିନ ଧରି ଯାତ୍ରା ହେବା ପରେ କୋରୋନା ସ୍ଥିତିକୁ ଦେଖି ଦିନ ବଢାଯାଇପାରିବ।
ଆସନ୍ତାକାଲି ରାତିରେ ସ୍ଥାପନ ହେବ ମାଁଙ୍କ ଶୁଭଖୁଣ୍ଟି। ଶୁଭଖୁଣ୍ଟି ସ୍ଥାପନ ପରେ କେବେଠୁ ଯାତ୍ରା ହେବ ସେ ନେଇ ପାରମ୍ପରିକ ସିଦ୍ଧାନ୍ତି ନେବେ ନିଷ୍ପତ୍ତି। ଘଟଯାତ୍ରା ହେବ କିନ୍ତୁ କଳାକୁଞ୍ଜ ଓ ମାନସିକଧାରି ବେଶ ବନ୍ଦ ରହିବ ବୋଲି ସ୍ଥିର ହୋଇଛି।
ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ସମନ୍ୱୟ ବୈଠକରେ ହେଲା ନିଷ୍ପତ୍ତି। ବୁଢ଼ୀ ଠାକୁରାଣୀ ଯାତ୍ରା ମୁଖ୍ୟ ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରା ସହ ବ୍ରହ୍ମପୁର ଉପଜିଲ୍ଲାପାଳ, ବିଏମ୍ ସି କମିଶନର୍ ,ବ୍ରହ୍ମପୁର ବିଧାୟକଙ୍କ ଉପସ୍ଥିତ ରହି ଯାତ୍ରା ସ୍ଥିର କରାଗଲା

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here