ମୁଖ୍ୟ ଖବର :

0
11

ଖବର ଆଜିର

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ତାରିଖ ୨୨-୦୩-୨୦୨୧/ ସୋମବାର

୧-ମହିଳା ବ୍ଲାକ୍‌ମେଲର୍‌ଙ୍କ ପାଲରେ ଓଡ଼ିଆ ଯୁବକ, ଦିଲ୍ଲୀରୁ ଆସୁଛି ଫ୍ରେଣ୍ଡ୍ ରିକୁଏଷ୍ଟ୍; କ୍ରାଇମ୍‌ବ୍ରାଞ୍ଚ୍‌ର ହାଇଆଲର୍ଟ

୨-ଚଳିତ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ଫାଇନାଲ୍ ମୁକାବିଲାରେ ଭାରତୀୟ ଲିଜେଣ୍ଡସ ପ୍ରତିପକ୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ପରାସ୍ତ କରି ଟ୍ରଫି ହାସଲ କରିଛି । 

୩-ରାଉରକେଲା ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ : ଶିକ୍ଷା, ସ୍ବାସ୍ଥ୍ୟ ସୁଶାସନର ଆଧାର: ରାଷ୍ଟ୍ରପତି ।

୪-ଆଜି କୋଣାର୍କ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି , ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି : ଯାତ୍ରୀନିବାସ ରେ କରିବେ ସମ୍ପୂର୍ଣ୍ଣ ଓଡ଼ିଆ ଭୋଜନ ।

୫–ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଆରମ୍ଭ ହେବ ‘କ୍ୟାଚ୍‍ ଦ ରେନ୍‍’ ଅଭିଯାନ ।

୬-ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ ।

୭-ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ମୋ କଲେଜ ଅଭିଯାନ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କଲେ ।
ପ୍ରତି କଲେଜ୍‌କୁ ୫୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର ।

୮-ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବାର ସମୟ ଆସି ପହଞ୍ଚିଛି।

୯-କୋହିନୁର ଓ ରାଧାରମଣ ପଞ୍ଜିକାକୁ ପଣ୍ଡିତସଭାର ସ୍ବୀକୃତି

୧୦-ଶୁଭେନ୍ଦୁ ଅଧିକାରୀଙ୍କ ପିତା ବିଜେପିରେ ସାମିଲ: ପୁଅ ଦିବ୍ୟେନ୍ଦୁ ବି ବିଜେପିରେ ମିଶିବେ, ଅମିତ ଶାହଙ୍କ ରୢାଲିରେ ଯୋଗଦେଲେ ।

୧୧-ମହାରାଷ୍ଟ୍ର ମେଣ୍ଟରେ ଫାଟ: ଗୃହମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉପରେ ନିଷ୍ପତ୍ତି ଆଜି ।

୧୨-ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ: ସାମରିକ ସର୍ଭେ

୧୩-ବନ୍ଧୁକଚାଳନା ବିଶ୍ବକପ୍‌: ଭାରତ ପୁରୁଷ ଓ ମହିଳା ଦଳକୁ ୧୦ ମିଟର ଏୟାର ପିସ୍ତଲ ସ୍ବର୍ଣ୍ଣ ।

୧୪-ପଶ୍ଚିମବଙ୍ଗରେ ବିଜେପି ଖେଳିଲା ମହିଳା କାର୍ଡ । ନିର୍ବାଚନୀ ଇସ୍ତାହାରରେ ୟୁଜିରୁ ପିଜି ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣା ଶିକ୍ଷା । ସାଧାରଣ ପରିବହନ ସେବାରେ ମାଗଣା ଯାତ୍ରା ।

୧୫-ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ । ଏମଓୟୁ କରିନଥିବା ସ୍କୁଲ ଉପରେ ଲାଗୁ ହେବନି ସରକାରଙ୍କ ଫି’ ହ୍ରାସ ବିଜ୍ଞପ୍ତି ।

 ଶୁଭ ସକାଳ,ସୁପ୍ରଭାତ

LEAVE A REPLY

Please enter your comment!
Please enter your name here