ମାଣିକ ପୁର ଗ୍ରାମରେ ମା ଭେରୁଣ୍ଡାଇ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ..

0
48

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ମା ଭେରୁଣ୍ଡାଇ କ୍ରିକେଟ ଟୁର୍ନାମେଣ୍ଟ ମାଣିକପୁର ଗ୍ରାମ ଉଦଘାଟନ ଦିବସ ରେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦେଶ କର୍ମେ ଧରାକୋଟ ବ୍ଲକ ସଭାପତି ସୁନୀଲ କୁମାର ଚୌଧୁରୀ ଯୋଗ ଦେଇ ଥିଲେ ଓ ବିଧାୟକ ପ୍ରତି ନିଧି ଶତ୍ରୁ ଘନ ଗୌଡ଼ ଓ ଯୁବ ନେତା କୁନା ସ୍ୱାଇଁ, ବୁଲୁ ଘୋଷ, ବହୁ କଂଗ୍ରେସ ପ୍ରେମୀ ଯୋଗ ଦେଇ ଖେଳାଳି ମାନ ଙ୍କ ଉତ୍ତର ଉତ୍ତର ଉର୍ନତି ହେବ ଦେଶ ବିଦେଶ ରେ ନିଜ ପାରଦର୍ଶିତା ଅର୍ଜୁନ କରି ପାରି ବେ ପ୍ରବତ୍ତତାଇ ଥିଲେ ମାଣିକପୁର ଗ୍ରାମ ପଂଚାୟତ ର ବହୁ କ୍ରୀଡା ପ୍ରେମୀ ଯୋଗ ଦେଇ ଥିଲେ|

ରିପୋର୍ଟ :ସୁନୀଲ ଚୌଧରୀ

LEAVE A REPLY

Please enter your comment!
Please enter your name here