ଉଦ୍ଧାର ହେଲା ୧୧ ଫୁଟର ଅହିରାଜ ସାପ

0
23

ବ୍ରହ୍ମପୁର,୨୨/୦୩/୨୧/(ମହାରାଣୀ ନ୍ୟୁଜ ): ପାତ୍ରପୁର ଗ୍ରାମରୁ ଉଦ୍ଧାର ହେଲା ୧୧ ଫୁଟର ଅହିରାଜ ସାପ । ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ। ପାତ୍ରପୁର ଗୋପାଳ ସାଗର ସାହି ହାଇସ୍କୁଲ ପଛ ପାର୍ଶ୍ୱରେ ଥିଲା ବିରାଟ କାୟ ଅହିରାଜ। ସାପକୁ ଦେଖି ଲୋକେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଥାନୀୟ ବନ ବିଭାଗ କୁ ଜଣାଇଥିଲେ। ସମନ୍ତିଆପଲ୍ଲି ରେଞ୍ଜର ରଜତ ମିଶ୍ରଙ୍କ ନିର୍ଦେଶକ୍ରମେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଥ ୧୧ ଫୁଟର ବିରାଟ କାୟ ଅହିରାଜ କୁ ଉଦ୍ଧାର କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here