ବିପୁଳ ପରିମାଣର ବେଆଇନ ମଦ ଜବତ , ୧୨ଗିରଫ ।

0
17

ବ୍ରହ୍ମପୁର,୨୨/୦୩/୨୧/(ମହରାଣୀ ନ୍ୟୁଜ୍):ଗଞ୍ଜାମ ରେ ମଦ ର ବନ୍ୟା ନୂଆ ନୁହେଁ । କେତେ ବେଳେ ଜଙ୍ଗଲ ଭିତରେ ମଦ ପୋଚ ତ କେତେବେଳେ ବେଆଇନ ବିଦେଶୀ ମଦ । କେତେବେଳେ ଅବକାରୀ ବିଭାଗ ଚୁପ୍ ତ ପୁଣି କେତେବେଳେ ଚଢ଼ାଉ ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଅନୁଯାୟୀ , ବ୍ରହ୍ମପୁର ଏକ୍ସସାଇଜ୍ ଅଫିସର ଅଭିରାମ ବେହେରାଙ୍କ ନେତୃତ୍ଵରେ ତହସିଲଦାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ସଦାନନ୍ଦ ସେଠୀଙ୍କ ପ୍ରତ୍ୟକ୍ଷତତ୍ତ୍ବବଧନରେ ମିଳିତ ଚଢଉ ରେ ବହୁ ପରିମାଣ ମଦ ଜବତ କରାଯାଇଛି । ଏଥିରେ ଏକ ପ୍ଲାଟୁନ ଏ.ପି.ଆର ଫୋର୍ସ ନିୟଜିତ ହୋଇ ପାକ୍ଲାପଲ୍ଲୀ,ଥେଙ୍ଗାପଲ୍ଲି,ଜଗନ୍ନାଥପଲ୍ଲି,ବାଲିସିରା ଏବଂ ଆସ୍କା କୁମାଗଡା ଗ୍ରାମରେ ଚଢ଼ାଉ କରି ୧୬୯୪ ଲିଟର ବେଆଇନ ଚୋରା ମଦ, ୧୧୪୧୫ ଲିଟର ଦେଶୀ ଭାଟି ମଦ ଜବତ କରିବା ସହ ୧୨ଜଣଙ୍କୁ ଗିରଫ କରିଥିଲେ । ଏ ମାନଙ୍କ ନାମ ରେ ୧୫ଟି ମାମଲା ପ୍ରଞ୍ଜିକୃତ କରାଯାଇଛି କୋର୍ଟ ଚାଲାଣ କରାଯାଇଥିବା ସୂଚନା ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here