ବ୍ରହ୍ମପୁର ITI ରେ E-waste collection center ଉଦଘାଟିତ…

0
20

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଆଜି BAM I.T.I ରେ E-waste collection center ଉଦଘାଟିତ ହୋଯାଇଛି |ଏଥିରେ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ଃ . ରଜତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଛନ୍ତି |ଆଜିକାଲି ନିତ୍ୟ ବ୍ୟବହାର Electronics ଜିନିଷ ବହୁତ wast ଆମେ ସବୁ use କରି ଫୋପାଡ଼ି ଦଉଛେ |ଯାହାଦ୍ୱାରା ପରିବେଶ ଦୂଷିତ ହେବା ସହ ଆବର୍ଜନା ର ପାହାଡ ସୃଷ୍ଟି ହେଉଛି |ଏହି କାର୍ଯ୍ୟ କରିବା ଦ୍ୱାରା ପରିବେଶ ସୁରକ୍ଷା ସହ E-Green ଏବଂ ଆଗକୁ ITI ରେ ବହୁତ ବଡ 3ଫୁଟର ଏକ ରୋବଟ ନିର୍ମାଣ ଚାଲିଛି |ଯାହାଦ୍ୱାରା ବହୁତ ଜିନିଷ ନିର୍ମାଣ ହୋଇପାରିବ ବୋଲି ଅଧ୍ୟକ୍ଷ କହିଛନ୍ତି |

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here